ଖାଦ୍ୟ ପାଇଁ କରୁଣ ସ୍ଥିତି : ଖାଇବାକୁ ନପାଇ ପୁଲିସକୁ ଘେରିଲେ

ବସ୍ତିରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ସବୁଠି ଲମ୍ବା ଧାଡ଼ି, କିଏ ଖାଇବାକୁ ଦେବ ତାକୁ ଅପେକ୍ଷା ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ‌ହୋଇଥିବା ଲକ୍‌ଡାଉନ୍ ଏବେ ଲୋକଙ୍କ ପେଟକୁ ନାତ ମାରିଲାଣି। ଦିନକୁ ଓଳିଏ ଖାଦ୍ୟ ଯୋଗାଡ଼ କରିବା ବହୁ ଲୋକଙ୍କ ପାଇଁ କାଠିକର ପାଠ ହୋଇଗଲାଣି। ଏପରିକି କିଏ ଖାଦ୍ୟ ଦେଲେ ଖାଇବେ ତାହାକୁ ଅପେକ୍ଷା କରି ବସୁଛନ୍ତି। କେହି ହାତ ଟେକି ଖାଇବାକୁ ନଦେଲେ … Continue reading ଖାଦ୍ୟ ପାଇଁ କରୁଣ ସ୍ଥିତି : ଖାଇବାକୁ ନପାଇ ପୁଲିସକୁ ଘେରିଲେ